ଆଇୟୁଆଇ ଚିକିତ୍ସା
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଚିକିତ୍ସା କ‘ଣ?
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ହେଉଛି ଏକ ପ୍ରକାର କୃତ୍ରିମ ବୀର୍ଯ୍ୟବପନ. ଏହା ବନ୍ଧ୍ୟାକରଣର ଚିକିତ୍ସା ପାଇଁ ଏକ ପ୍ରଣାଳୀ . ଶୁକ୍ରାଣୁ ବା ସ୍ପର୍ମଗୁଡ଼ିକୁ ସଫା କରାଯାଇ କନସେଣ୍ଟ୍ରେଟ୍ କରି।।। ଆପଣଙ୍କର ଓଭାରୀ ଏକ କିମ୍ବା ଅଧିକ ଅଣ୍ଡା ଫର୍ଟିଲାଇଜ୍ କରିବା ପାଇଁ ତିଆରି କରିବାବେଳକୁ ଆଇୟୁଆଇ ମାଧ୍ୟମରେ ଏଗୁଡ଼ିକୁ ଆପଣଙ୍କ ଗର୍ଭାଶୟରେ ସିଧାସଳଖ ଛାଡ଼ି ଦିଆଯାଏ.
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ପ୍ରକ୍ରିୟା
ଯଦି ଡୋନର୍ ସ୍ପର୍ମ ଶୀତଳଭଣ୍ଡାରରେ ରଖାଯାଇଥାଏ, ସେଠାରୁ ବାହାର କରି କରି ପ୍ରଥମେ ତାକୁ ସାଧାରଣ ତାପମାତ୍ରାକୁ ଅଣାଯାଏ।। ତା’ପରେ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ ପ୍ରକ୍ରିୟା ଆରମ୍ଭ ହୁଏ. ଏଥିରେ ନିମ୍ନୋକ୍ତ ସୋପାନଗୁଡ଼ିକ ଅନ୍ତ୕୍ଭତ
- ଏକ ଲମ୍ବା, ପତଳା, ନମନୀୟ ନଳୀ (କ୍ୟାଥେଟର୍) ର ଶେଷରେ ସୁସ୍ଥ ସ୍ପର୍ମର ନମୁନା ଥିବା ଏକ ପାତ୍ରକୁ ସଂଲଗ୍ନ କରାଯାଇଥାଏ.
- ମହିଳା ଯୌନାଙ୍ଗରେ କ୍ୟାଥେଟର୍ ଭର୍ତ୍ତି କରାଯାଏ ଏବଂ ସର୍ଭାଇକାଲ୍ ଓପନିଂ ମଧ୍ୟ ଦେଇ ଗର୍ଭାଶୟରେ ସ୍ପର୍ମ।।।
- ସ୍ପର୍ମ ନମୁନାକୁ ନଳୀ ମାଧ୍ୟମରେ ଗର୍ଭାଶୟକୁ ଠେଲିଦିଆଯାଏ.
- କ୍ୟାଥେଟର୍ ବାହାର କରିଦିଆଯାଏ ଏବଂ ତାପରେ ସ୍ପେକ୍ୟୁଲୁମ୍ ସାହାଯ୍ୟରେ ଡାକ୍ତର ସ୍ପର୍ମର ଗତିବିଧି।।।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଚିକିତ୍ସା ପରେ ଗର୍ଭଧାରଣ ପରୀକ୍ଷା
ଆଇୟୁଆଇ ସରିବା ପରେ କିଛି ଲକ୍ଷଣର ବିକାଶ ହୋଇଥାଏ. ଯଦି ଫଳାଫଳ ପଜିଟିଭ୍ ହୁଏ, ତେବେ ପ୍ରକୃତ ଗର୍ଭଧାରଣ ଲକ୍ଷଣ ଦୁଇ ସପ୍ତାହ ପରେ ଦେଖାଯିବା ଆରମ୍ଭ ହୋଇପାରେ. ତେଣୁ, ଆଇୟୁଆଇ ପଦ୍ଧତିର 14 ଦିନ ପରେ ଗର୍ଭଧାରଣ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଏ.
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ର ଲାଭଗୁଡ଼ିକ
ଆଇୟୁଆଇର ଲାଭଗୁଡ଼ିକ ହେଉଛି:
- ଏଥିରେ ଶରୀରରେ କୌଣସି ଅଂଶ କାଟିବା ଦରକପନର
- ଆଇଭିଏଫ୍, ଆଇସିଏସ୍ଆଇ ତୁଳଖାରେ ଏଥଏିରେ ଥିରେ କମମ
- ଶରୀର ଉପରେ କମ୍ ଚାପ ପଡ଼ିଥାଏ.
- ଏହି ପ୍ରକ୍ରିୟା ପାଇଁ ମାତ୍ର ଅଳ୍ପ କିଛି ମିନିଟ୍ ସମୟ ଲାଗେ ଏବଂ ଖୁବ୍ କମ୍ ମାତ୍ରାରେ ଅସହଜବୋଧ।।
- ସଫା କରିବା ପ୍ରଣାଳୀ ସ୍ପର୍ମର ଗୁଣବତ୍ତାକୁ ଢ଼ାଇଥାଏ– ଏହି ପ୍ରକ୍ରିୟା ପ୍ରୋଷ୍ଟାଗ୍ଲାଣ୍ଡିନ୍, ସଂକ୍ରାମକ ଏଜେଣ୍ଟ, ଆଣ୍ଟିଜେନିକ୍ ପ୍ରୋଟିନ୍, ଗତି କରୁ ନ ଥିବା ସ୍ପର୍ମ, ଅପରିପକ୍ୱ ଜୀବାଣୁ କୋଷ ଇତ୍ୟାଦି ବାହାର କରିଦିଏ.
କାହାର ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଦରକାର ହୋଇଥାଏ
- ଯେଉଁ ଦମ୍ପତିମାନଙ୍କ ପାଖରେ ଡୋନର୍ ସ୍ପର୍ମ ଥାଏ, ସେମାନଙ୍କ ପଁଇ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ ପଦ୍ଧତି ୍ୟବହୃତ କରାଯାଏ.
- ଯେଉଁ ମହିଳାମାନେ ଗର୍ଭବତୀ ହେବା ପାଇଁ ଡୋନର୍ ସ୍ପର୍ମ ଦରକାର କରନ୍ତି, ତାଙ୍କର ଗବର ଆଇୟୁଆଇ ପଦ୍ଧତି ଅବଲମ୍ବନ କରାଯାଏ.
- ଯେଉଁ ମହିଳାମାନେ କୌଣସି ସ୍ପଷ୍ଟ କାରଣ ନ ଥାଇ ଗର୍ଭଧାରଣ କରି ନାହିଁ।।।
- ଏଣ୍ଡୋମେଟ୍ରିଓସିସ୍ ସମ୍ବନ୍ଧୀୟ ବନ୍ଧ୍ୟାତ୍ୱ ଥିଲେ ଗୁଣାତ୍ମକ ମାନର ଅଣ୍ଡା ତିଆରି ପାଇଁ ଔଷଧ ସେବନ ସହିତ ଆଇୟୁଆଇ କରିବାକୁ ଦିଆଯାଏ।।
- ଯଦି ପୁରୁଷ ପୁରୁଷ ସ୍ପର୍ମ କନସେଣ୍ଟ୍ରେସନ୍ କନସେଣ୍ଟ୍ରେସନ୍, ସ୍ପର୍ମ ଗତିଶୀଳତା କମ୍ କମ୍ ଥାଏ ଥାଏ ଏବଂ ସ୍ପର୍ମର ଆକାର ସମସ୍ୟା ଥାଏ ଥାଏ ସେହି ମାନର ସ୍ପର୍ମର ଗୁଣାତ୍ମକ ମାନ ବଢ଼ାଇ ଆଇୟୁଆଇ ଦ୍ୱାରା ଦ୍ୱାରା ମହିଳାଙ୍କ ଶରୀରରେ ଛଡ଼ାଯାଏ।।।
- ଗର୍ଭାଶୟର ନିମ୍ନ ଭାଗରେ ସର୍ଭିକ୍ସ ଯୌନାଙ୍ଗ ଏବଂ ଗର୍ଭାଶୟ ମଧ୍ୟରେ ସ୍ପର୍ମକୁ ଯିବା ପାଇଁ ବାଟ।।। କିନ୍ତୁ ଯଦି ଆପଣଙ୍କର ସର୍ଭାଇକାଲ୍ ମ୍ୟୁକସ୍ ଅଧିକ ହୋଇଯାଏ ହୋଇଯାଏ, ସ୍ପର୍ମ ସହଜରେ ସହଜରେ ଗର୍ଭାଶୟ ମଧ୍ୟକୁ ଯାଇ ପାରେ ନାହିଁ।। ସର୍ଭିକ୍ସ ମଧ୍ୟ ବେଳେବେଳେ ବାୟୋପ୍ସି କିମ୍ୱା ଅନ୍ୟ ଚିକିତ୍ସା କାରଣରୁ ମୋଟା।।। ତେଣୁ ସ୍ପର୍ମ ଅଣ୍ଡା ପାଖରେ ପହଞ୍ଚଭିବାରେ କିନ୍ତୁ ଆଇୟୁଆଇରେ, ସ୍ପର୍ମ ସର୍ଭିକ୍ସକୁ ସର୍ଭିକ୍ସକୁ ପାର ସିଧାସଳଖ ତାକୁ ଅପେକ୍ଷା କରିଥିବା ଅଣ୍ଡା ପାଖରେ ପହଞ୍ଚିପାରେ।।
- ଯେଉଁ ମହିଳାମାନଙ୍କର ଓଭାରିରେ ଅଣ୍ଡା ତିଆରି ହେବାର ଥାଏ ଥାଏ, ସେମାନଙ୍କ ପାଇଁ ପାଇଁ ମଧ୍ୟ ଆଇୟୁଆଇ ଲାଭଦାୟକ ହୋଇଥାଏ।
- ପୁରୁଷ ବୀର୍ଯ୍ୟରେ ଥିବା ପ୍ରୋଟିନ୍ ଯୋଗୁଁ ମହିଳା ଯୌନାଙ୍ଗରେ ଆଲର୍ଜି।।। ତେଣୁ ସ୍ପର୍ମ ସଫା କରିବା ସମୟରେ ସେସବୁ ପ୍ରୋଟିନ୍ ବାହାର କରି ଆଇୟୁଆଇ ପଦ୍ଧତିରେ ବୀର୍ଯ୍ୟବପନ।।।
କିଏ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) କରିବା ଉଚିତ ନୁହେ
ଆପଣ ଆଇୟୁଆଇ ପାଇଁ ଆଦର୍ଶ ପ୍ରାର୍ଥୀ ନୁହିି:
- ଆପଣଙ୍କର ଗୋଟିଏ କିମ୍ୱା ଦୁଇଟିଯାକ ଫାଲୋପିଆନ୍ ଟ୍ୟୁବ୍ ବ୍ଲକ୍।।।
- ଆପଣଙ୍କର ରଜଃ ନିବୃତି ହୋଇସାରିଛି କିମ୍ୱା ଓଭାରିରେ କମ୍ ଅଣ୍ଡା ତିଆରି।।। ଏହା ଅଧିକ ବୟସର ମହିଳାଙ୍କ କ୍ଷେତ୍ରରେ ସିାବ
- ପୁରୁଷଙ୍କର ବନ୍ଧ୍ୟାତ୍ୱ ଗୁରୁତର ଥାଏ ତେବେ ଆଇୟୁଆଇ ମଧ୍ୟ ଲାଭଦାୟକ ସାବ୍ୟସ୍ତ ନାହିଁ।।।
- ମହିଳାଙ୍କ ପ୍ରଜନନ ନଳୀରେ ଆଣ୍ଟିବଡି କ୍ଷରଣ ହେଉଛି ଏବଂ ଏହା ସ୍ପର୍ମକୁ ଗର୍ଭାଶୟ ଭିତରକୁ ଯିବାରେ ଏବଂ ପରବର୍ତ୍ତୀ ପରବର୍ତ୍ତୀ ପ୍ରକ୍ରିୟାରେ ବାଧା ସୃଷ୍ଟି।।।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ)ର ପାର୍ଶ୍ୱ ପ୍ରତ୍ିବ
ଇଣ୍ଟ୍ରାୟୁଟେରାଇନ୍ ଇନସେମବନେସନ୍ (ଆଇୟୁଆଇ) ସହ ଜଡ଼ିତ ବିବିତହବିପଦଗି
- ପିଲାଠାରେ ଜନ୍ମଦୋଷ ରହିପାରେ. ସ୍ପର୍ମ 100% ବିଶୁଦ୍ଧିକରଣ କରିବା ସମ୍ଭବ ନ ଥିବବାରୁ ସିବବାରୁ
- କ୍ୟାଥେଟର୍ ଗର୍ଭାଶୟରେ ରଖିବା ପ୍ରକ୍ରିୟା ସମୟରେ ଯୌନାଙ୍ଗରୁ ସାମାନ୍ୟ ରକ୍ତସ୍ରାବ।।।
- ଆଇୟୁଆଇ କରିବା ଦ୍ୱାରା ଏକାଧିକ ଗର୍ବନ ଗର୍ଭଧାର ଯାଆଁଳା ପିଲା କିମ୍ୱା ଏକା ଥରେ ତିନୋଟି କିମ୍ୱା ଅଧିକ ପିଲା ହୋଇପାରନ୍ତି।।। ପରିଣାମସ୍ୱରୂପ ପିଲାମାନଙ୍କର ଜନ୍ମ ସମୟରେ ଓଜନ କମ୍ ହୋଇପାରେ ଏବଂ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ପ୍ରସବ ହୋଇପାରେ।।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ପୂର୍ବରୁ କରାବଯାିି
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) କରିବା ପୂର୍ବରୁ ଏଚ୍ଏସଜି ଟେଷ୍ଟ କରାଯାଏ । ଏହା ଦ୍ୱାରା ଫାଲୋପିଆନ୍ ଟ୍ୟୁବ୍ ଏବଂ ଗର୍ଭାଶୟର ସ୍ଥିତି ସ୍ପଷ୍ଟ ଭାବରେ।।। ଅନ୍ୟ କେତେକ ପରୀକ୍ଷା କରାଯାଇଥାଏ. ଯଥା: ଏଚଆଇଭି, ଏଚଟିଏଲଭି ଆଇ, ଆରପିଆର, ହେପାଟାଇଟିସ୍ ବି ସରଫେସ୍ ଆଣ୍ଟିଜେନ୍, ଏବଂ ହେପାଟାଇଟିସ୍ ସି ଆଣ୍ଟିବଡି।।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ପରେ ଧ୍ୟାନରେ ରଖିବାକୁ ଜିନିଷଗୁଡ଼ିକ ଜିନିଷଗୁଡ଼ିକ ଜିନିଷଗୁଡ଼ିକ
ଆଇୟୁଆଇ ପରେ କ’ଣ କରିବେ ଏବଂ କ’ଣ କରିବେ ନାିବେ
- ଅଧିକ ପରିମାଣରେ ଫଳ, ବାଦାମ, ଶାଗ ପନିତପରିଭବନ
- ତାଜା ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଭଆ
- ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତୁ ନାହିଁ
- ଅଧିକ ମର୍କ୍ୟୁରୀ ଥିବା ମାଛ ଖାଆନ୍ତୁ ନାିଁ
- ପ୍ରତିଦିନ 6 ଥର ଅଳ୍ପ ଅଳ୍ପ ପରିମା୍ଣର ଖାଦ୍ପ
- କିନୋଆ, ବ୍ରାଉନ ରାଇସ୍ ଏବଂ ଅନ୍ୟ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ।।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସି୍ (ଆଇୟୁଆଇ) ପରେେଡାକ୍ଭତରଙ୍କୁ
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଚିକିତ୍ସା କରିବାର 14 ଦିନ ପରେ ଏଚସିଜି ପରୀକ୍ଷା କରିବା ପାଇଁ ସାଧାରଣତଃ ଡାକ୍ତରମାନେ କହିଥାନ୍ତି।। ଘରେ ପ୍ରେଗନାନ୍ସୀ କିଟରେ ପରୀକ୍ଷା କରିବା ଅପେକ୍ଷା ଆପଣ ରକ୍ତ ପରୀକ୍ଷା କରିବା ଉଚିତ କାରଣ ତାହା ଅଧିକ ସଠିକ୍ ଦର୍ଶାଇଥାଏ।।। ଯଦି ଆପଣ ତିନି ସପ୍ତାହ ଧରି ଲଗାତାର ନେଗେଟିଭ୍ ରେଜଲ୍ଟ ପାଉଛନ୍ତି ତେବେ ଡାକ୍ତରଙ୍କ ପାଖକୁ।।।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ)ର ସଫଳତା ହାର
ସୁସ୍ଥ ଅଣ୍ଡା ଏବଂ ଦୁଇଟି ଫାଲୋପିଆନ୍ ଟ୍ୟୁବ୍ ଇଣ୍ଟ୍ରାୟୁଟେରାଇନ୍ ଇଣ୍ଟ୍ରାୟୁଟେରାଇନ୍ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ)ର ସଫଳତା ହାର 7% ରୁ 10 % ଥାଏ. ଯଦି ପ୍ିାଜନନ କ୍ଷମତା ବୃଦ୍ଧି ପାଇଁ ଔଷଧୁି 15-25% ଢ଼ିପାରେ.
Leave a Reply