• English
बिर्ला फर्टिलिटी आणि आयव्हीएफ
बिर्ला फर्टिलिटी आणि आयव्हीएफ

ବର୍ଦ୍ଧିତ ଗର୍ଭାଶୟ ବିଷୟରେ |

  • वर प्रकाशित मार्च 31, 2023
ବର୍ଦ୍ଧିତ ଗର୍ଭାଶୟ ବିଷୟରେ |

ବର୍ଦ୍ଧିତ ଗର୍ଭାଶୟ

ବର୍ଦ୍ଧିତ ଗର୍ଭାଶୟ କ'ଣ

ଜଣେ ମହିଳାଙ୍କ ଗର୍ଭାଶୟ ସାଧାରଣତଃ ଏକ ହାତମୁଠାର ଆକାର ଭଳି।।। କିନ୍ତୁ ଗର୍ଭାବସ୍ଥାରେ ଏହା ଫୁଟବଲ୍ ବଲ୍ ପରି କିମ୍ୱା ତାଠାରୁ ବଡ଼।।। ଗର୍ଭଧାରଣ ବ୍ୟତୀତ, ଅନ୍ୟାନ୍ୟ ଅନେକ କାରଣ ଅଛି ଯେଉଁଥିରେ ମହିଳାମାନଙ୍କର ଗର୍ଭାଶୟ ବୃଦ୍ଧି ହୋଇପାରେ।।

କୌଣସି ପ୍ରକାର ଅସୁସ୍ଥତା ଯୋଗୁଁ ମଧ୍ୟ ଗର୍ଭାଶୟର ଆକାର ବଢ଼ିପାରେ ଏବଂ କେବଳ ନୁହେଁ ନୁହେଁ, ଏହି କାରଣରୁ କାରଣରୁ ରକ୍ତସ୍ରାବ ଏବଂ ଯନ୍ତ୍ରଣା ହୋଇଥାଏ। ସେହି ଅସୁସ୍ଥତାର ଚିକିତ୍ସା ନିହାତି ଜରୀବ

 

ବ୍ଦ୍ଧିତ ଗର୍ଭାଶୟର ଲକ୍ଷଣଗୁଡ଼ିକ

 

एक ାଯାଏ:

  • ମାସିକ ଋତୁସ୍ରାବ ଅସ୍ୱାଭାିକ ହୁଏ, ଯେପରିକି ପ୍ରବଳ ରକ୍ତସ୍ରାବ ହେବା ସହିତ ପେଟରେ ଯନ୍ତ୍ରଣା ହୋଇଥାଏ
  • ତଳ ପେଟ ଭାରୀ ଲାଗେ
  •  ଅତ୍ୟଧିକ ମାସିକ ଋତୁସ୍ରାବ ହେତୁ ରକ୍ତହୀନତା 
  • ସ୍ୱାଭାବିକ ଭାବରେ ଦୁର୍ବଳ ଲାଗେ ଏବଂ ଚେହେରା ଫିକା ଦେଖାଯାଏ 
  • ଗର୍ଭାଶୟ ଅତ୍ୟଧିକ ଢ଼ିବା କାରଣରୁ ଅଣ୍ଟା ପାଖରେ ଓଜନ ୃଦ୍ଧି 
  • ଗର୍ଭାଶୟ ଏବଂ ଏହାର ଆଖପାଖ ଅଙ୍ଗଗୁଡ଼ିକ ଉପରେ ଚାପ ପଡ଼ିବା ଭଳି ଲାଗେ
  • ପେଲଭିକ୍ ଅଂଶରେ ଯନ୍ତ୍ରଣା
  • କୋଷ୍ଠକାଠିନ୍ୟ
  • ଗୋଡ଼ ଫୁଲିଯାଏ ଏବଂ ବିନ୍ଧେ
  • ପିଠିରେ ଯନ୍ତ୍ରଣା ହୁଏ
  • ବାରମ୍ବାର ପରିସ୍ରା ଲାଗେ ଏବଂ ତୁରନ୍ତ ପରିସ୍ରା କରିବା ପଡ଼ିଥାଏ ପଡ଼ିଥାଏ ପଡ଼ିଥାଏ
  • ଯୌନାଙ୍ଗରୁ ପାଣିଆ ପଦାର୍ଥର କ୍ଷରଣ ହୁଏ
  • ରଜଃନିବୃତ୍ତି ପରେ ରକ୍ତସ୍ରାବ
  • ଯୌନ କ୍ରିୟା ସମୟରେ ଯନ୍ତ୍ରଣା 

 

କେଉଁ କାରଣରୁ ଗର୍ଭାଶୟର ଆକାର ବଢ଼ିଛି ତା ଉପରେ ନିର୍ଭର କରି ଲକ୍ଷଣଗୁଡ଼ିକ ମଧ୍ୟ ଭିନ୍ନ।।।

 

ର୍ଦ୍ଧିତ ଗର୍ଭାଶୟର କାରଣ 

ପ୍ରାୟତଃ ମହିଳାମାନେ ଜାଣିପାରନ୍ତି ନାହିଁ ଯେ ତାଙ୍କର ଗର୍ଭାଶୟ ଢ଼ିଛି. ଅଧିକାଂଶ ସମୟରେ ପେଲଭିକ୍ ପରୀକ୍ଷା ସମୟରେ ସେମାନେ ଏହି ସମସ୍ୟା ବିଷୟରେ ଜାଣିଥାନ୍ତି ସମ୍ଭବତଃ ସେମାନେ ପେଟ ଫୁଲିଯାଇଥିବାର ଲକ୍ଷ୍ୟ କରିଥାଇ ପା୍ବି କିମ୍ବା ପୋଷାକ ଅତ୍ୟଧିକ ଟାଇଟ୍ ମନେହୁଏ, କିନ୍ତୁ ଅଧିକାଂଶ ମହିଳାଙ୍କ ପାଇଁ, ର୍ଦ୍ଧିତ ଗର୍ଭାଶୟର ଚିହ୍ନଟ ହେବା ଅପ୍ରତ୍ୟାଶିତ ହୋଇଥାଏ. ଗର୍ଭାଶୟ ୃଦ୍ଧି ହେବାର ଅନେକ କାରଣ ଅଛି. ଋଜଃ ନିବୃତ ମହିଳାମାନଙ୍କଠାରେ ବହୁଳ ଭାବରେ ଗର୍ଭାଶୟ ବ଼ିବା ଲକ୍ଷ୍ୟ କରାଯାଏ. କିନ୍ତୁ କିଛି ମହିଳାଙ୍କଠାରେ ଗର୍ଭଧାରଣ କ୍ଷମତା ଥିବା ବୟସରେ ମଧ୍ୟ ମଧ୍ୟ ଏହି ନିମ୍ନରେ ଗର୍ଭାଶୟ ବ଼ିବାର କେତେକ କାରଣ ବିଷୟରେ ଉଲ୍ାବେଖ କରି

 

ଫାଇବ୍ରଏଡ୍ସ

ର୍ଦ୍ଧିତ ଗର୍ଭାଶୟର ଏକ ସାଧାରଣ କାରଣ ମଧ୍ୟରୁ ଫାଇବ୍ରଏଡ୍ସ ଅନ୍ୟତମ. ତେବେ ସୌଭାଗ୍ୟବଶତଃ, ଫାଇବ୍ରଏଡ୍ ଗୁଡ଼ିକ କ୍ୟାନସର୍ ରୋଗ ସୃଷ୍ଟି କରନ୍ତିହିନ. ଫାଇବ୍ରଏଡ୍ସ ହେଉଛନ୍ତି ଛୋଟ ଛୋଟ ଗୁଣ୍ଡ ଭଳି ଜିନିଷ ଯାହାର ଓଜନ କିଛି ପାଉଣ୍ଡ ହୋଇଥାଏ. ସେଗୁଡ଼ିକ ଗର୍ଭାଶୟର କାନ୍ଥରେ ଲାଗିଥିବାର ଦେଖିବାକୁ ମିଳେ.

ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ିଭାଗର ମହିଳା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, 20 ରୁ 80 ପ୍ରତିଶତ ମହିଳାଙ୍କଠାରେ 50 ର୍ଷ ଟସ ପୂର୍ବରୁ ଫାଇବ୍ରଏଡ୍ସ ହେବାର ଦେଖାଯାଏ.

ଫାଇବ୍ରଏଡ୍ସର କୌଣସି ଲକ୍ଷଣ ଦେଖାଯାଇ ନ ପାରେ ଯନ୍ତ୍ରଣା ଯନ୍ତ୍ରଣା ଯନ୍ତ୍ରଣା ଏବଂ ଅତ୍ୟଧିକ ଋତୁସ୍ରାବ ହୋଇପାରେ.

ଫାଇବ୍ରଏଡ୍ସ ମଧ୍ୟ ଭଲାଡର ଏବଂ ରେକ୍ଟମ୍ ଉପରେ ଚାପ ପକାଇଥାନ୍ତି, ଯାହା ଦ୍ୱାରା ବାରମ୍ବାର ପରିସ୍ରା ଏବଂ ରେକ୍ଟାଲ୍ ଚାପ ସୃଷ୍ଟି ହୁଏ. ଯଦି ସେଗୁଡ଼ିକ ଆକାରରେ ହୁତ ଡ଼ ହୋଇଥାନ୍ତି, ଗର୍ଭାଶୟର ଆକାର ୃଦ୍ଧି ହୋଇପାରେ.

 

ଆଡେନୋମିୟୋସିସ୍ 

ଆଡେନୋମିଓସିସ୍ ହେଉଛି ଏକ ଅଣ-କର୍କଟ ରୋଗ ଯେଉଁଥିରେ ଫାଇବ୍ରଏଡ୍ସ ଭଳି ଲକ୍ଷଣ ଦେଖାଯାଏ.  ଏହାଦ୍ୱାରା ଗର୍ଭାଶୟର ଆବରଣ ସିଧାସଳଖ ଗର୍ଭାଶୟର ମାଂସପେଶୀ କାନ୍ଥରେ ଲାଗିଯାଏ. ମାସିକ ଋତୁସ୍ରାବ ସମୟରେ ମାଂସପେଶୀର କୋଷଗୁଡ଼ିକରୁ ରକ୍ତସ୍ରାବ ହୋଇ ଯନ୍ତ୍ରଣା ହୁଏ ଫୁଲିଯାଏ.

ଆଡେନୋମିୟୋମା ହେଉଛି ଗର୍ଭାଶୟ କାନ୍ଥର ଫୁଲିଯାଇଥିବା ଅଂଶ. ପରୀକ୍ଷଣ ସମୟରେ, ଆଡେନୋମିୟୋମା ଫାଇବ୍ରଏଡ୍ ପରି ଲାଗେ, ଏବଂ ଅନେକ ସମୟରେ ଅଲଟ୍ରାସାଉଣ୍ଡରେ ଏହା ଫାଇବ୍ରଏଡ୍ ର ଭ୍ରମ ସୃଷ୍ଟି କରେ. 

ଆଡେନୋମିୟୋସିସରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ. କେତେକ ଗୁରୁତର ଅବସ୍ଥାରେ, ଋତୁସ୍ରାବ ସମୟରେ ପ୍ରବଳ ରକ୍ତସ୍ରାବ ଏବଂ ଯନ୍ତ୍ରଣା ହୋଇପାରେ.

 

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ 

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍) ମଧ୍ୟ ର୍ଦ୍ଧିତ ଗର୍ଭାଶୟର ଏକ କାରଣ. ଋତୁସ୍ରାବରେ ହରମୋନ୍ ଜନିତ ଅସନ୍ତୁଳନ ଏବଂ ଗର୍ଭାଶୟର ଏଣ୍ଡୋମେଟ୍ରିଆଲ୍ ଲାଇନର କାତି ଛାଡ଼ିବା ଯୋଗୁଁ ଏହା ହୋଇଥାଏ. ଆମେରିକାର ମହିଳା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ପ୍ରସବ ଭସର 10 ଜଣଙକ୍ ମଧ୍ୟରୁ ଜଣେ ମହିଳା ଏଥିରେ ପୀଡ଼ିତ ହୋଇଥାନ୍ତି.

ଶରୀର ସାଧାରଣତଃ ମାସିକ ଋତୁସ୍ରାବ ସମୟରେ ଏଣ୍ଡୋମେଟ୍ରିଆଲ୍ ଲାଇନ୍ କାତି ଛଡ଼ାଇଥାଏ, କିନ୍ତୁ କେତେକ ମହିଳାଙ୍କ କ୍ଷେତ୍ରରେ, ଲାଇନ୍ ସମ୍ପୂର୍ଣ୍ଣ ରୂପେ ଛାଡ଼ି ନଥାଏ ଏବଂ ଏହା ସେମାନଙ୍କର ମାସିକ ଋତୁଚକ୍ରରେ ାଧା ସୃଷ୍ଟି କରିଥାଏ.

ଏଣ୍ଡୋମେଟ୍ରିଆଲ୍ ଲାଇନ୍ ଜମା ହେବା ଦ୍ୱାରା ଗର୍ଭାଶୟର ପ୍ରଦାହ ଏବଂ ୃଦ୍ଧି ହୁଏ.

 

ଏଣ୍ଡୋମେଟ୍ରିଆଲ୍ କ୍ୟାନସର୍ 

ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ (ଏନସିଆଇ) ଅନୁଯାୟୀ, 55 ରୁ 64 ର୍ଷ ଭସର ମହିଳାମାନଙ୍କଠାରେ ଏଣ୍ଡୋମେଟ୍ରିଆଲ୍ କର୍କଟ ରୋଗ ଚିହ୍ନଟ କରାଯାଏ. ଏଣ୍ଡୋମେଟ୍ରିଆଲ୍ କ୍ୟାନସରର ଅନ୍ୟତମ ଲକ୍ଷଣ ହେଉଛି ଏକ ବର୍ଦ୍ଧିତ।।। ଏହା ଆଡଭାନ୍ସଡ ଷ୍ଟେଜ୍ କ୍ୟେଜ୍ କ୍ୟାନସର୍ ରୋଗରସ

 

ରଜଃ ନିବୃତି

ଜଣେ ମହିଳା ମେନୋପୋଜ୍ ବା ରଜଃ ନିବୃତିରେ ପ୍ରବେଶ କରିବା ପୂର୍ବର ସମୟକୁ ପେରିମେନୋପୋଜ୍ କୁହାଯାଏ. ଏହା ଗର୍ଭାଶୟ ୃଦ୍ଧି ହେବାର ଅନ୍ୟ ଏକ କାରଣ ଏବଂ ହରମୋନ୍ ସ୍ତରରେ ପରିବର୍ତ୍ତନ ହେତୁ ଏହା ହୋଇଥାଏ.

ମହିଳାମାନଙ୍କ ଜୀବନର ଏହି ସମୟରେ ଅସଙ୍ଗତ ହରମୋନ୍ ସ୍ତର ଗର୍ଭାଶୟକୁ ୃଦ୍ଧି କରିପାରେ. ଅଧିକାଂଶ ସମୟରେ, ଜଣେ ମହିଳା ରଜ ନିବୃତ ହେବା ବେଳକୁ ଗର୍ଭାଶୟ ସାଧାରଣ ଆକାରକୁ ଫେରିଯାଏ. 

 

ଓଭାରିଆନ୍ ସିଷ୍ଟ

ଓଭାରିଆନ୍ ସିଷ୍ଟ୍ ହେଉଛନ୍ତି ତରଳ ପଦାର୍ଥ ଭର୍ତ୍ତି ଥଳି ଯାହା ଏକ ଡିମ୍ବାଣୁର ଉପରେ ଭାଗରେ କିମ୍ବା ଏହାର ଭିତରେ ଢ଼ିଥାନ୍ତି. ଅଧିକାଂଶ କ୍ଷେତ୍ରରେ, ଓଭାରିଆନ୍ ସିଷ୍ଟଗୁଡ଼ିକ କ୍ଷତିକାରକ ନୁହଁନ୍ତି.

କିନ୍ତୁ ଯଦି ସିଷ୍ଟଗୁଡ଼ିକ ହୁତ ଡ଼ ହୋଇଯାନ୍ତି, ତେବେ ଗର୍ଭାଶୟ ବ଼ିବାର କାରଣ ହୋଇଥାନ୍ତିଏବଂ ଜଟିଳ ଜଟିଳ ପରିି. 

 

ର୍ଦ୍ଧିତ ଗର୍ଭାଶୟର ଚିକିତ୍ସା

ବର୍ଦ୍ଧିତ ଗର୍ଭାଶୟର ଅଧିକାଂଶ କାରଣ ପାଇଁ ଚିକିତ୍ସା ଦରକାର ହୁଏ ନାହିଁ, ତେବେ ତେବେ କିଛି ମହିଳା ଯନ୍ତ୍ରଣା କମ୍ ହେବା ହେବା ଖାଇଥାନ୍ତି।। ଜନ୍ମ ନିୟନ୍ତ୍ରଣ ବଟିକା ଏବଂ ପ୍ରୋଜେଷ୍ଟେରନ୍ ଥିବା ଇଣ୍ଟ୍ରାୟୁଟେରାଇନ୍ ଡିଭାଇସ୍ (ଆଇୟୁଡି) ଅତ୍ୟଧିକ ମାସିକ ରକ୍ତସ୍ରାବର ରକ୍ତସ୍ରାବର ଲକ୍ଷଣକୁ ହ୍ରାସ।।

କେତେକ ଗୁରୁତର ଅସୁସ୍ଥତା କ୍ଷେତ୍ରରେ, ମହି େରେକ୍ଟୋମି କରାଯାଇଥାଏ.

ଯଦି ୟୁଟେରାଇନ୍ କ୍ୟାନସର୍ ହୋଇଥାଏ ତେବେ ଅସ୍ତ୍ରୋପଚାର ଦ୍ୱାରା ୟୁଟେରସ୍, ଫାଲୋପିଆନ୍ ଟ୍ୟୁବ୍ ଟ୍ୟୁବ୍ ଏବଂ ଓଭାରି ବାହାର କରିବା ପାଇଁ ପାଇଁ ଦିଆଯାଏ।। ଅସ୍ତ୍ରୋପଚାର ପରେ କେମୋଥେରାପି ଏବଂ ରେଡିଏସନ୍ ସାହାଯ୍ୟରେ ଚିକିତ୍ସା।।।  

 

ସୁସ୍ଥ ଗର୍ଭାଶୟ ପାଇଁ ଟିପ୍ସ

ଆପଣଙ୍କର ଗର୍ଭଧାରଣ କ୍ଷମତା ବଢ଼ାଇବା ତଥା, ଏକ ସୁସ୍ଥ ଗର୍ଭାଶୟ ବାୟ ରଖିବା ପାଇଁ ଏବଂ ଏହି ନିର୍ଦ୍ଦେଶାବଳୀଗୁଡ଼ିକ ଅନୁସରଣ କରନ୍ତୁ:

  • ଅଧିକ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ 
  • ସପ୍ଲିମେଣ୍ଟ ବଷୟରେ ଆପଣଙ୍କ ଡାକ୍ତରଙ୍କ ସହ କଥା ହୁଅନ୍ତୁ 
  • କମ୍ କଫିନ୍ ସେବନ କରନ୍ତୁ
  • ଅଧିକ ଚଲାବୁଲା କରନ୍ତୁ
  • ଏକାଗ୍ରତାର ସହ ବ୍ୟାୟାମ କରନ୍ତୁ
  • ଅଧିକ ଲୁଣ ଖାଆନ୍ତୁ ନାହିଁ
  • ଅଧିକ ସୋଡିୟମ୍ ଥିବା ପ୍ରକ୍ରିୟାକୃତ ଏବଂ ପ୍ୟାକେଟ୍ ଖାଦ୍ୟ ଖାଆନ୍ତୁ ଖାଆନ୍ତୁ ଖାଆନ୍ତୁ
  • ପ୍ରତ୍ୟେକ ଭୋଜନରେ ଅଧିକ ପନିପରିବା ଖାଇ ପୋଟାସିୟମ୍ ବଢ଼ାନ୍ତୁ ବଢ଼ାନ୍ତୁ ବଢ଼ାନ୍ତୁ
  • ଘରେ ବ୍ବତଡ୍ ପ୍ରେସର୍ ମନିଟର୍ ରଖି ପ୍ତରତିଦ
  • ଅଣ୍ଟା ପାଖରେ ଓଜନ କମ୍ କରନ୍ତୁ
  • ଧୂମପାନ ଛାଡ଼ି ଦିଅନ୍ତୁ
  • ମଦ୍ୟପାନ କମ୍ କରନ୍ତୁ

 

संबंधित पोस्ट

यांनी लिहिलेले:
अपेक्षा साहू डॉ

अपेक्षा साहू डॉ

सल्लागार
डॉ. अपेक्षा साहू, 12 वर्षांचा अनुभव असलेले एक नामांकित प्रजनन तज्ञ आहेत. प्रगत लेप्रोस्कोपिक शस्त्रक्रिया आणि महिलांच्या प्रजनन काळजीच्या गरजा पूर्ण करण्यासाठी IVF प्रोटोकॉल तयार करण्यात ती उत्कृष्ट आहे. वंध्यत्व, फायब्रॉइड्स, सिस्ट्स, एंडोमेट्रिओसिस, पीसीओएस, उच्च-जोखीम गर्भधारणा आणि स्त्रीरोगविषयक ऑन्कोलॉजीसह, महिला पुनरुत्पादक विकारांच्या व्यवस्थापनामध्ये तिचे कौशल्य आहे.
रांची, झारखंड

आमच्या सेवा

प्रजनन उपचार

जननक्षमतेच्या समस्या या दोन्ही भावनिक आणि वैद्यकीयदृष्ट्या आव्हानात्मक असतात. बिर्ला फर्टिलिटी आणि IVF मध्ये, आम्ही पालक बनण्याच्या तुमच्या प्रवासाच्या प्रत्येक टप्प्यावर तुम्हाला सहाय्यक, वैयक्तिक काळजी प्रदान करण्यावर लक्ष केंद्रित करतो.

पुरुष वंध्यत्व

सर्व वंध्यत्वाच्या प्रकरणांमध्ये पुरुष घटक वंध्यत्वाचा वाटा जवळजवळ 40%-50% आहे. शुक्राणूंचे कार्य कमी होणे अनुवांशिक, जीवनशैली, वैद्यकीय किंवा पर्यावरणीय घटकांचा परिणाम असू शकतो. सुदैवाने, पुरुष घटक वंध्यत्वाची बहुतेक कारणे सहजपणे निदान आणि उपचार करता येतात.

आम्ही पुरुष घटक वंध्यत्व किंवा लैंगिक बिघडलेले कार्य असलेल्या जोडप्यांसाठी शुक्राणू पुनर्प्राप्ती प्रक्रिया आणि उपचारांची विस्तृत श्रेणी ऑफर करतो.

देणगीदार सेवा

आम्ही आमच्या रूग्णांना एक व्यापक आणि सहाय्यक दाता कार्यक्रम ऑफर करतो ज्यांना त्यांच्या प्रजनन उपचारांमध्ये दात्याचे शुक्राणू किंवा दात्याची अंडी आवश्यक असतात. आम्ही विश्वासार्ह, सरकारी अधिकृत बँकांसोबत भागीदारी केली आहे ज्यामुळे दर्जेदार खात्रीशीर रक्तदात्याचे नमुने तुमच्याशी काळजीपूर्वक जुळतात जे रक्त प्रकार आणि शारीरिक वैशिष्ट्यांवर आधारित आहेत.

प्रजनन क्षमता

तुम्ही पालकत्वाला उशीर करण्याचा सक्रिय निर्णय घेतला असेल किंवा तुमच्या पुनरुत्पादक आरोग्यावर परिणाम करणारे वैद्यकीय उपचार घेणार असाल, आम्ही तुम्हाला भविष्यासाठी तुमची प्रजनन क्षमता टिकवून ठेवण्यासाठी पर्याय शोधण्यात मदत करू शकतो.

स्त्रीरोगविषयक प्रक्रिया

ब्लॉक केलेल्या फॅलोपियन नलिका, एंडोमेट्रिओसिस, फायब्रॉइड्स आणि टी-आकाराचे गर्भाशय यांसारख्या स्त्रियांमध्ये प्रजननक्षमतेवर परिणाम करणाऱ्या काही परिस्थिती शस्त्रक्रियेद्वारे उपचार करण्यायोग्य असू शकतात. या समस्यांचे निदान आणि उपचार करण्यासाठी आम्ही प्रगत लेप्रोस्कोपिक आणि हिस्टेरोस्कोपिक प्रक्रियांची श्रेणी ऑफर करतो.

जेनेटिक्स आणि डायग्नोस्टिक्स

पुरुष आणि महिला वंध्यत्वाच्या कारणांचे निदान करण्यासाठी मूलभूत आणि प्रगत प्रजनन तपासणीची संपूर्ण श्रेणी, वैयक्तिकृत उपचार योजनांसाठी मार्ग तयार करते.

आमचे ब्लॉग

अधिक जाणून घेण्यासाठी

आमच्या तज्ञांशी बोला आणि पालकत्वासाठी तुमची पहिली पावले उचला. अपॉइंटमेंट बुक करण्यासाठी किंवा चौकशी करण्यासाठी, कृपया तुमचे तपशील द्या आणि आम्ही तुमच्याकडे परत येऊ.


सादर
पुढे जा क्लिक करून, तुम्ही आमच्याशी सहमत आहात नियम आणि अटी आणि Privacy Policy

तुम्ही आमच्यापर्यंत देखील पोहोचू शकता

तुम्हाला एक प्रश्न आहे का?

तळटीप बाण