• English
বিড়লা ফার্টিলিটি এবং আইভিএফ
বিড়লা ফার্টিলিটি এবং আইভিএফ

ବର୍ଦ୍ଧିତ ଗର୍ଭାଶୟ ବିଷୟରେ |

  • প্রকাশিত মার্চ 31, 2023
ବର୍ଦ୍ଧିତ ଗର୍ଭାଶୟ ବିଷୟରେ |

ବର୍ଦ୍ଧିତ ଗର୍ଭାଶୟ

ବର୍ଦ୍ଧିତ ଗର୍ଭାଶୟ କ'ଣ

ଜଣେ ମହିଳାଙ୍କ ଗର୍ଭାଶୟ ସାଧାରଣତଃ ଏକ ହାତମୁଠାର ଆକାର ଆକାର ଭଳି ହୋଇଥାଏ। କିନ୍ତୁ ଗର୍ଭାବସ୍ଥାରେ ଏହା ଫୁଟବଲ୍ ବଲ୍ ପରି କିମ୍ୱା ତାଠାରୁ ତାଠାରୁ ବଡ଼ ହୋଇପାରେ ହୋଇପାରେ ଗର୍ଭଧାରଣ ବ୍ୟତୀତ, ଅନ୍ୟାନ୍ୟ ଅନ୍ୟାନ୍ୟ ଅନେକ ଅଛି ଯେଉଁଥିରେ ଯେଉଁଥିରେ ମହିଳାମାନଙ୍କର ଗର୍ଭାଶୟ ବୃଦ୍ଧି ହୋଇପାରେ ହୋଇପାରେ ହୋଇପାରେ

କୌଣସି ପ୍ରକାର ଅସୁସ୍ଥତା ଯୋଗୁଁ ମଧ୍ୟ ଗର୍ଭାଶୟର ଆକାର ବଢ଼ିପାରେ ବଢ଼ିପାରେ ଏବଂ କେବଳ ନୁହେଁ ନୁହେଁ, ଏହି କାରଣରୁ ରକ୍ତସ୍ରାବ ଏବଂ ଯନ୍ତ୍ରଣା ହୋଇଥାଏ ହୋଇଥାଏ। ସେହି ଅସୁସ୍ଥତାର ଚିକିତ୍ସା ନିହାତି ଜରୀବ

 

ବ୍ଦ୍ଧିତ ଗର୍ଭାଶୟର ଲକ୍ଷଣଗୁଡ଼ିକ

 

ଗର୍ଭାଶୟର ଆକାର ବୃଦ୍ଧି ହେଲେ ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ଦେଖାଯାଏ ଦେଖାଯାଏ:

  • ମାସିକ ଋତୁସ୍ରାବ ଅସ୍ୱାଭାିକ ହୁଏ, ଯେପରିକି ପ୍ରବଳ ରକ୍ତସ୍ରାବ ହେବା ସହିତ ପେଟରେ ଯନ୍ତ୍ରଣା ହୋଇଥାଏ
  • ତଳ ପେଟ ଭାରୀ ଲାଗେ
  •  ଅତ୍ୟଧିକ ମାସିକ ଋତୁସ୍ରାବ ହେତୁ ରକ୍ତହୀନତା 
  • ସ୍ୱାଭାବିକ ଭାବରେ ଦୁର୍ବଳ ଲାଗେ ଏବଂ ଚେହେରା ଫିକା ଦେଖାଯାଏ 
  • ଗର୍ଭାଶୟ ଅତ୍ୟଧିକ ଢ଼ିବା କାରଣରୁ ଅଣ୍ଟା ପାଖରେ ଓଜନ ୃଦ୍ଧି 
  • ଗର୍ଭାଶୟ ଏବଂ ଏହାର ଆଖପାଖ ଅଙ୍ଗଗୁଡ଼ିକ ଉପରେ ଚାପ ପଡ଼ିବା ଭଳି ଲାଗେ
  • ପେଲଭିକ୍ ଅଂଶରେ ଯନ୍ତ୍ରଣା
  • କୋଷ୍ଠକାଠିନ୍ୟ
  • ଗୋଡ଼ ଫୁଲିଯାଏ ଏବଂ ବିନ୍ଧେ
  • ପିଠିରେ ଯନ୍ତ୍ରଣା ହୁଏ
  • ବାରମ୍ବାର ପରିସ୍ରା ଲାଗେ ଏବଂ ତୁରନ୍ତ ପରିସ୍ରା କରିବା ଦରକାର ଦରକାର ପଡ଼ିଥାଏ
  • ଯୌନାଙ୍ଗରୁ ପାଣିଆ ପଦାର୍ଥର କ୍ଷରଣ ହୁଏ
  • ରଜଃନିବୃତ୍ତି ପରେ ରକ୍ତସ୍ରାବ
  • ଯୌନ କ୍ରିୟା ସମୟରେ ଯନ୍ତ୍ରଣା 

 

କେଉଁ କାରଣରୁ ଗର୍ଭାଶୟର ଆକାର ବଢ଼ିଛି ତା ଉପରେ ନିର୍ଭର ନିର୍ଭର କରି ଲକ୍ଷଣଗୁଡ଼ିକ ଭିନ୍ନ ଭିନ୍ନ ହୋଇଥାଏ ହୋଇଥାଏ।

 

ର୍ଦ୍ଧିତ ଗର୍ଭାଶୟର କାରଣ 

ପ୍ରାୟତଃ ମହିଳାମାନେ ଜାଣିପାରନ୍ତି ନାହିଁ ଯେ ତାଙ୍କର ଗର୍ଭାଶୟ ଢ଼ିଛି। ଅଧିକାଂଶ ସମୟରେ ପେଲଭିକ୍ ପରୀକ୍ଷା ସମୟରେ ସେମାନେ ଏହି ସମସ୍ୟା ବିଷୟରେ ଜାଣିଥାନ୍ତି । ସମ୍ଭବତଃ ସେମାନେ ପେଟ ଫୁଲିଯାଇଥିବାର ଲକ୍ଷ୍ୟ କରିଥାଇ ପା୍ିନ କିମ୍ବା ପୋଷାକ ଅତ୍ୟଧିକ ଟାଇଟ୍ ମନେହୁଏ, କିନ୍ତୁ ଅଧିକାଂଶ ମହିଳାଙ୍କ ପାଇଁ, ର୍ଦ୍ଧିତ ଗର୍ଭାଶୟର ଚିହ୍ନଟ ହେବା ଅପ୍ରତ୍ୟାଶିତ ହୋଇଥାଏଗର୍ଭାଶୟ ୃଦ୍ଧି ହେବାର ଅନେକ କାରଣ ଅଛି ଋଜଃ ନିବୃତ ମହିଳାମାନଙ୍କଠାରେ ବହୁଳ ଭାବରେ ଗର୍ଭାଶୟ ବ଼ିବା ଲକ୍ଷ୍ୟ କରାଯାଏ। କିନ୍ତୁ କିଛି ମହିଳାଙ୍କଠାରେ ଗର୍ଭଧାରଣ କ୍ଷମତା ଥିବା ବୟସରେ ମଧ୍ୟ ମଧ୍ୟ ଏହି ନିମ୍ନରେ ଗର୍ଭାଶୟ ବ଼ିବାର କେତେକ କାରଣ ବିଷୟରେ ଉଲ୍ାବେଖ କରି

 

ଫାଇବ୍ରଏଡ୍ସ

ର୍ଦ୍ଧିତ ଗର୍ଭାଶୟର ଏକ ସାଧାରଣ କାରଣ ମଧ୍ୟରୁ ଫାଇବ୍ରଏଡ୍ସ ଅନ୍ୟତମ। ତେବେ ସୌଭାଗ୍ୟବଶତଃ, ଫାଇବ୍ରଏଡ୍ ଗୁଡ଼ିକ କ୍ୟାନସର୍ ରୋଗ ସୃଷ୍ଟି କରନ୍ତିହିନ ଫାଇବ୍ରଏଡ୍ସ ହେଉଛନ୍ତି ଛୋଟ ଛୋଟ ଗୁଣ୍ଡ ଭଳି ଜିନିଷ ଯାହାର ଓଜନ କିଛି ପାଉଣ୍ଡ ହୋଇଥାଏ। ସେଗୁଡ଼ିକ ଗର୍ଭାଶୟର କାନ୍ଥରେ ଲାଗିଥିବାର ଦେଖିବାକୁ ମିଳେ

ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ିଭାଗର ମହିଳା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, 20 ରୁ 80 ପ୍ରତିଶତ ମହିଳାଙ୍କଠାରେ 50 ର୍ଷ ଟସ ପୂର୍ବରୁ ଫାଇବ୍ରଏଡ୍ସ ହେବାର ଦେଖାଯାଏ।

ଫାଇବ୍ରଏଡ୍ସର କୌଣସି ଲକ୍ଷଣ ଦେଖାଯାଇ ନ ପାରେ କିମ୍ୱା କିମ୍ୱା ଯନ୍ତ୍ରଣା ଏବଂ ଅତ୍ୟଧିକ ଋତୁସ୍ରାବ ହୋଇପାରେ।

ଫାଇବ୍ରଏଡ୍ସ ମଧ୍ୟ ଭଲାଡର ଏବଂ ରେକ୍ଟମ୍ ଉପରେ ଚାପ ପକାଇଥାନ୍ତି, ଯାହା ଦ୍ୱାରା ବାରମ୍ବାର ପରିସ୍ରା ଏବଂ ରେକ୍ଟାଲ୍ ଚାପ ସୃଷ୍ଟି ହୁଏ ଯଦି ସେଗୁଡ଼ିକ ଆକାରରେ ହୁତ ଡ଼ ହୋଇଥାନ୍ତି, ଗର୍ଭାଶୟର ଆକାର ୃଦ୍ଧି ହୋଇପାରେ।

 

ଆଡେନୋମିୟୋସିସ୍ 

ଆଡେନୋମିଓସିସ୍ ହେଉଛି ଏକ ଅଣ-କର୍କଟ ରୋଗ ଯେଉଁଥିରେ ଫାଇବ୍ରଏଡ୍ସ ଭଳି ଲକ୍ଷଣ ଦେଖାଯାଏ।  ଏହାଦ୍ୱାରା ଗର୍ଭାଶୟର ଆବରଣ ସିଧାସଳଖ ଗର୍ଭାଶୟର ମାଂସପେଶୀ କାନ୍ଥରେ ଲାଗିଯାଏ ମାସିକ ଋତୁସ୍ରାବ ସମୟରେ ମାଂସପେଶୀର କୋଷଗୁଡ଼ିକରୁ ରକ୍ତସ୍ରାବ ହୋଇ ଯନ୍ତ୍ରଣା ହୁଏ ଫୁଲିଯାଏ

ଆଡେନୋମିୟୋମା ହେଉଛି ଗର୍ଭାଶୟ କାନ୍ଥର ଫୁଲିଯାଇଥିବା ଅଂଶ। ପରୀକ୍ଷଣ ସମୟରେ, ଆଡେନୋମିୟୋମା ଫାଇବ୍ରଏଡ୍ ପରି ଲାଗେ, ଏବଂ ଅନେକ ସମୟରେ ଅଲଟ୍ରାସାଉଣ୍ଡରେ ଏହା ଫାଇବ୍ରଏଡ୍ ର ଭ୍ରମ ସୃଷ୍ଟି କରେ. 

ଆଡେନୋମିୟୋସିସରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ. କେତେକ ଗୁରୁତର ଅବସ୍ଥାରେ, ଋତୁସ୍ରାବ ସମୟରେ ପ୍ରବଳ ରକ୍ତସ୍ରାବ ଏବଂ ଯନ୍ତ୍ରଣା ହୋଇପାରେ

 

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ 

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍) ମଧ୍ୟ ର୍ଦ୍ଧିତ ଗର୍ଭାଶୟର ଏକ କାରଣ। ଋତୁସ୍ରାବରେ ହରମୋନ୍ ଜନିତ ଅସନ୍ତୁଳନ ଏବଂ ଗର୍ଭାଶୟର ଏଣ୍ଡୋମେଟ୍ରିଆଲ୍ ଲାଇନର କାତି ଛାଡ଼ିବା ଯୋଗୁଁ ଏହା ହୋଇଥାଏ। ଆମେରିକାର ମହିଳା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ପ୍ରସବ ଭସର 10 ଜଣଙକ୍ ମଧ୍ୟରୁ ଜଣେ ମହିଳା ଏଥିରେ ପୀଡ଼ିତ ହୋଇଥାନ୍ତି।

ଶରୀର ସାଧାରଣତଃ ମାସିକ ଋତୁସ୍ରାବ ସମୟରେ ଏଣ୍ଡୋମେଟ୍ରିଆଲ୍ ଲାଇନ୍ କାତି ଛଡ଼ାଇଥାଏ, କିନ୍ତୁ କେତେକ ମହିଳାଙ୍କ କ୍ଷେତ୍ରରେ, ଲାଇନ୍ ସମ୍ପୂର୍ଣ୍ଣ ରୂପେ ଛାଡ଼ି ନଥାଏ ଏବଂ ଏହା ସେମାନଙ୍କର ମାସିକ ଋତୁଚକ୍ରରେ ାଧା ସୃଷ୍ଟି କରିଥାଏ

ଏଣ୍ଡୋମେଟ୍ରିଆଲ୍ ଲାଇନ୍ ଜମା ହେବା ଦ୍ୱାରା ଗର୍ଭାଶୟର ପ୍ରଦାହ ଏବଂ ୃଦ୍ଧି ହୁଏ

 

ଏଣ୍ଡୋମେଟ୍ରିଆଲ୍ କ୍ୟାନସର୍ 

ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ (ଏନସିଆଇ) ଅନୁଯାୟୀ, 55 ରୁ 64 ର୍ଷ ଭସର ମହିଳାମାନଙ୍କଠାରେ ଏଣ୍ଡୋମେଟ୍ରିଆଲ୍ କର୍କଟ ରୋଗ ଚିହ୍ନଟ କରାଯାଏ। ଏଣ୍ଡୋମେଟ୍ରିଆଲ୍ କ୍ୟାନସରର ଅନ୍ୟତମ ଲକ୍ଷଣ ହେଉଛି ଏକ ବର୍ଦ୍ଧିତ ବର୍ଦ୍ଧିତ ଗର୍ଭାଶୟ। ଏହା ଆଡଭାନ୍ସଡ ଷ୍ଟେଜ୍ କ୍ୟଇାନସର୍ ରୋଗରସସ

 

ରଜଃ ନିବୃତି

ଜଣେ ମହିଳା ମେନୋପୋଜ୍ ବା ରଜଃ ନିବୃତିରେ ପ୍ରବେଶ କରିବା ପୂର୍ବର ସମୟକୁ ପେରିମେନୋପୋଜ୍ କୁହାଯାଏ। ଏହା ଗର୍ଭାଶୟ ୃଦ୍ଧି ହେବାର ଅନ୍ୟ ଏକ କାରଣ ଏବଂ ହରମୋନ୍ ସ୍ତରରେ ପରିବର୍ତ୍ତନ ହେତୁ ଏହା ହୋଇଥାଏ

ମହିଳାମାନଙ୍କ ଜୀବନର ଏହି ସମୟରେ ଅସଙ୍ଗତ ହରମୋନ୍ ସ୍ତର ଗର୍ଭାଶୟକୁ ୃଦ୍ଧି କରିପାରେ ଅଧିକାଂଶ ସମୟରେ, ଜଣେ ମହିଳା ରଜ ନିବୃତ ହେବା ବେଳକୁ ଗର୍ଭାଶୟ ସାଧାରଣ ଆକାରକୁ ଫେରିଯାଏ। 

 

ଓଭାରିଆନ୍ ସିଷ୍ଟ

ଓଭାରିଆନ୍ ସିଷ୍ଟ୍ ହେଉଛନ୍ତି ତରଳ ପଦାର୍ଥ ଭର୍ତ୍ତି ଥଳି ଯାହା ଏକ ଡିମ୍ବାଣୁର ଉପରେ ଭାଗରେ କିମ୍ବା ଏହାର ଭିତରେ ଢ଼ିଥାନ୍ତି ଅଧିକାଂଶ କ୍ଷେତ୍ରରେ, ଓଭାରିଆନ୍ ସିଷ୍ଟଗୁଡ଼ିକ କ୍ଷତିକାରକ ନୁହଁନ୍ତି

କିନ୍ତୁ ଯଦି ସିଷ୍ଟଗୁଡ଼ିକ ହୁତ ଡ଼ ହୋଇଯାନ୍ତି, ତେବେ ଗର୍ଭାଶୟ ବ଼ିବାର କାରଣ ହୋଇଥାନ୍ତିଏବଂ ଜଟିଳ ଜଟିଳ ପରି 

 

ର୍ଦ୍ଧିତ ଗର୍ଭାଶୟର ଚିକିତ୍ସା

ବର୍ଦ୍ଧିତ ଗର୍ଭାଶୟର ଅଧିକାଂଶ କାରଣ ପାଇଁ ଚିକିତ୍ସା ଦରକାର ଦରକାର ହୁଏ ନାହିଁ, ତେବେ କିଛି ମହିଳା ଯନ୍ତ୍ରଣା କମ୍ ହେବା ଔଷଧ ଖାଇଥାନ୍ତି ଖାଇଥାନ୍ତି ଖାଇଥାନ୍ତି। ଜନ୍ମ ନିୟନ୍ତ୍ରଣ ବଟିକା ଏବଂ ପ୍ରୋଜେଷ୍ଟେରନ୍ ଥିବା ଇଣ୍ଟ୍ରାୟୁଟେରାଇନ୍ ଡିଭାଇସ୍ ଡିଭାଇସ୍ (ଆଇୟୁଡି) ଅତ୍ୟଧିକ ମାସିକ ରକ୍ତସ୍ରାବର ରକ୍ତସ୍ରାବର ଲକ୍ଷଣକୁ ହ୍ରାସ କରିଥାଏ।

କେତେକ ଗୁରୁତର ଅସୁସ୍ଥତା କ୍ଷେତ୍ରରେ, ମହିଳାମାନଙ୍କର ହିଷ୍ଟେରେକ୍ଟୋମି କରାଯାଇଥାଏ କରାଯାଇଥାଏ।

ଯଦି ୟୁଟେରାଇନ୍ କ୍ୟାନସର୍ ହୋଇଥାଏ ତେବେ ଅସ୍ତ୍ରୋପଚାର ଦ୍ୱାରା ଦ୍ୱାରା ୟୁଟେରସ୍ ୟୁଟେରସ୍ ଏବଂ ଏବଂ ଓଭାରି ଓଭାରି ବାହାର କରିବା ପାଇଁ ପରାମର୍ଶ ଦିଆଯାଏ ଦିଆଯାଏ।। ଅସ୍ତ୍ରୋପଚାର ପରେ କେମୋଥେରାପି ଏବଂ ରେଡିଏସନ୍ ସାହାଯ୍ୟରେ ଚିକିତ୍ସା କରାଯାଇପାରେ କରାଯାଇପାରେ।  

 

ସୁସ୍ଥ ଗର୍ଭାଶୟ ପାଇଁ ଟିପ୍ସ

ଆପଣଙ୍କର ଗର୍ଭଧାରଣ କ୍ଷମତା ବଢ଼ାଇବା ତଥା, ଏକ ସୁସ୍ଥ ଗର୍ଭାଶୟ ଜାୟ ରଖିବା ପାଇଁ ଏବଂ ଏହି ନିର୍ଦ୍ଦେଶାବଳୀଗୁଡ଼ିକ ଅନୁସରଣ କରନ୍ତୁ:

  • ଅଧିକ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ 
  • ସପ୍ଲିମେଣ୍ଟ ିଷୟରେ ଆପଣଙ୍କ ଡାକ୍ତରଙ୍କ ସହ କଥା ହୁଅନ୍ତୁ 
  • କମ୍ କଫିନ୍ ସେବନ କରନ୍ତୁ
  • ଅଧିକ ଚଲାବୁଲା କରନ୍ତୁ
  • ଏକାଗ୍ରତାର ସହ ବ୍ୟାୟାମ କରନ୍ତୁ
  • ଅଧିକ ଲୁଣ ଖାଆନ୍ତୁ ନାହିଁ
  • ଅଧିକ ସୋଡିୟମ୍ ଥିବା ପ୍ରକ୍ରିୟାକୃତ ଏବଂ ପ୍ୟାକେଟ୍ ଖାଦ୍ୟ କମ୍ କମ୍ ଖାଆନ୍ତୁ
  • ପ୍ରତ୍ୟେକ ଭୋଜନରେ ଅଧିକ ପନିପରିବା ଖାଇ ପୋଟାସିୟମ୍ ପରିମାଣ ପରିମାଣ ବଢ଼ାନ୍ତୁ
  • ଘରେ ବ୍ଲଡ୍ ପ୍ରେସର୍ ମନିଟର୍ ରଖି ପ୍ତରତିନ
  • ଅଣ୍ଟା ପାଖରେ ଓଜନ କମ୍ କରନ୍ତୁ
  • ଧୂମପାନ ଛାଡ଼ି ଦିଅନ୍ତୁ
  • ମଦ୍ୟପାନ କମ୍ କରନ୍ତୁ

 

সম্পর্কিত পোস্ট

লিখেছেন:
অপেক্ষা সাহু ড

অপেক্ষা সাহু ড

পরামর্শক
ডাঃ অপেক্ষা সাহু, 12 বছরের অভিজ্ঞতার সাথে একজন স্বনামধন্য উর্বরতা বিশেষজ্ঞ। তিনি উন্নত ল্যাপারোস্কোপিক সার্জারি এবং মহিলাদের উর্বরতা যত্নের বিস্তৃত পরিসরের প্রয়োজন মেটাতে আইভিএফ প্রোটোকল তৈরিতে পারদর্শী। তার দক্ষতা উচ্চ ঝুঁকিপূর্ণ গর্ভধারণ এবং গাইনোকোলজিক্যাল অনকোলজির পাশাপাশি বন্ধ্যাত্ব, ফাইব্রয়েড, সিস্ট, এন্ডোমেট্রিওসিস, PCOS সহ মহিলাদের প্রজননজনিত ব্যাধিগুলির ব্যবস্থাপনায় বিস্তৃত।
রঞ্চি, ঝাড়খণ্ড

আমাদের সেবাসমূহ

প্রজনন চিকিৎসা

উর্বরতার সমস্যাগুলি মানসিক এবং চিকিৎসাগতভাবে উভয়ই চ্যালেঞ্জিং। বিড়লা ফার্টিলিটি এবং আইভিএফ-এ, আমরা অভিভাবক হওয়ার পথে আপনার যাত্রার প্রতিটি ধাপে আপনাকে সহায়ক, ব্যক্তিগতকৃত যত্ন প্রদানের উপর ফোকাস করি।

পুরুষ বন্ধ্যাত্বতা

পুরুষ ফ্যাক্টর বন্ধ্যাত্ব সমস্ত বন্ধ্যাত্ব ক্ষেত্রে প্রায় 40%-50% জন্য দায়ী। শুক্রাণুর কার্যকারিতা কমে যাওয়া জেনেটিক, জীবনধারা, চিকিৎসা বা পরিবেশগত কারণের ফল হতে পারে। সৌভাগ্যবশত, পুরুষ ফ্যাক্টর বন্ধ্যাত্বের বেশিরভাগ কারণ সহজেই নির্ণয় এবং চিকিত্সা করা যেতে পারে।

আমরা পুরুষ ফ্যাক্টর বন্ধ্যাত্ব বা যৌন কর্মহীনতা সহ দম্পতিদের জন্য শুক্রাণু পুনরুদ্ধার পদ্ধতি এবং চিকিত্সার একটি বিস্তৃত পরিসর অফার করি।

দাতা সেবা

আমরা আমাদের রোগীদের জন্য একটি ব্যাপক এবং সহায়ক দাতা প্রোগ্রাম অফার করি যাদের উর্বরতা চিকিত্সার জন্য দাতার শুক্রাণু বা দাতার ডিমের প্রয়োজন হয়। আমরা নির্ভরযোগ্য, সরকারী অনুমোদিত ব্যাঙ্কগুলির সাথে অংশীদারিত্ব করছি যাতে মানের নিশ্চিত দাতা নমুনাগুলি আপনার রক্তের ধরণ এবং শারীরিক বৈশিষ্ট্যের উপর ভিত্তি করে যত্ন সহকারে মেলে।

প্রজনন সংরক্ষণ

আপনি পিতৃত্ব বিলম্বিত করার জন্য একটি সক্রিয় সিদ্ধান্ত নিয়ে থাকেন বা আপনার প্রজনন স্বাস্থ্যকে প্রভাবিত করতে পারে এমন চিকিৎসার মধ্য দিয়ে যেতে চলেছেন, আমরা আপনাকে ভবিষ্যতের জন্য আপনার উর্বরতা সংরক্ষণের বিকল্পগুলি অন্বেষণ করতে সহায়তা করতে পারি।

গাইনোকোলজিকাল পদ্ধতি

কিছু শর্ত যা মহিলাদের উর্বরতাকে প্রভাবিত করে যেমন ব্লক করা ফ্যালোপিয়ান টিউব, এন্ডোমেট্রিওসিস, ফাইব্রয়েড এবং টি-আকৃতির জরায়ু অস্ত্রোপচারের মাধ্যমে চিকিত্সাযোগ্য হতে পারে। আমরা এই সমস্যাগুলি নির্ণয় এবং চিকিত্সা করার জন্য উন্নত ল্যাপারোস্কোপিক এবং হিস্টেরোস্কোপিক পদ্ধতির একটি পরিসীমা অফার করি।

জেনেটিক্স এবং ডায়াগনস্টিকস

পুরুষ এবং মহিলা বন্ধ্যাত্বের কারণ নির্ণয় করতে প্রাথমিক এবং উন্নত উর্বরতা তদন্তের সম্পূর্ণ পরিসর, ব্যক্তিগতকৃত চিকিত্সা পরিকল্পনার পথ তৈরি করে।

আমাদের ব্লগ

জমা দিন
এগিয়ে যান ক্লিক করে, আপনি আমাদের সাথে সম্মত হন শর্তাবলী এবং গোপনীয়তা নীতি

আপনি আমাদের কাছেও পৌঁছাতে পারেন

তোমার কোনো প্রশ্ন আছে?

পাদচরণ তীর