• English
বিড়লা ফার্টিলিটি এবং আইভিএফ
বিড়লা ফার্টিলিটি এবং আইভিএফ

ଲାପାରୋସ୍କୋପି ସର୍ଜରୀ ବିଷୟରେ |

  • প্রকাশিত মার্চ 31, 2023
ଲାପାରୋସ୍କୋପି ସର୍ଜରୀ ବିଷୟରେ |

ଲାପାରୋସ୍କୋପି ସର୍ଜରୀ 

ଲାପାରୋସ୍କୋପି ସର୍ଜରୀର ଅର୍ଥ '?

 

ଲାପାରୋସ୍କୋପି ହେଉଛି ଏକ ପ୍ରକାର ଅସ୍ତ୍ରୋପଚାର ଯେଉଁଥିରେ ଶରୀରରେ ଆପଣଙ୍କ ଆଶାଠାରୁ ଖୁବ୍ କମ୍ ଆକାରର ଅଂଶ କାଟି କାଟି ଅସ୍ତ୍ରୋପଚାର କରାଯାଏ। ଲାପାରୋସ୍କୋପ୍ ଉପକରଣ ଅନୁଯାୟୀ ଏହି ପ୍ରକ୍ରିୟାର ନାମକରଣ ହୋଇଛି.  ଲାପାରୋସ୍କୋପ୍ ଏକ ଛୋଟ ପତଳା ଉପକରଣ ଯେଉଁଥିରେ ଏକ ଛୋଟ ଭିଡିଓ କ୍ୟାମେରା ଏବଂ ଶେଷ ଭାଗରେ ଲାଇଟ୍ ଥାଏ ଯେତେବେଳେ ଜଣେ ସର୍ଜନ ଏହାକୁ ଏକ ଛୋଟ କଟା ଅଂଶ ମଧ୍ୟ ଦେଇ ଆପଣଙ୍କ ଶରୀରରେ ଭର୍ତ୍ତି କରନ୍ତି, ସେମାନେ ଏକ ଭିଡିଓ ମନିଟରରେ ଶରୀରର ଭିତର ଅଂଶରେ ' ଘଟୁଛି ଦେଖିପାରନ୍ତିସାଧାରଣ ଅସ୍ତ୍ରୋପଚାରରେ ସର୍ଜନଙ୍କୁ ଏକ ବଡ଼ ଅଂଶ କାଟିବାକୁ ପଡ଼ିଥାଏ। ବିଶେଷ ଯନ୍ତ୍ର ଯୋଗୁଁ ଅଳ୍ପ ଭାଗ ଅର୍ଥାତ୍ ସ୍ୱାଭାବିକ ଅସ୍ତ୍ରୋପଚାର ତୁଳନାରେ ଶରୀରର ଶରୀରର ଏକ ଚତୁର୍ଥାଂଶ ଚିକିତ୍ସା ଚିକିତ୍ସା କରାଯାଇ ପାରୁଛି।

 

ଡାକ୍ତରମାନେ ପ୍ରଥମେ ଏହାକୁ ଗଲ୍ ଭଲାଡର ସର୍ଜରୀ ଏବଂ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର ପାଇଁ ଭୟହାର କରିଥିଲେ। ତା'ପରେ ଏହା ଅନ୍ତନଳୀ, ଯକୃତ ଏବଂ ଅନ୍ୟାନ୍ୟ ଅଙ୍ଗର ଅସ୍ତ୍ରୋପଚାରରେ ବ୍ୟବହୃତ ହେଲା।  

 


କିଏ ଲାପାରୋସ୍କୋପିକ୍ ସର୍ଜନ୍ ଅଟନ୍ତି

ଶରୀରର କମ୍ ଅଂଶ କାଟି ଲାପାରୋସ୍କୋପିକ୍ ସର୍ଜରୀ କରୁଥିବା ଡାକ୍ତରଙ୍କୁ ଡାକ୍ତରଙ୍କୁ ଲାପାରୋସ୍କୋପିକ୍ ସର୍ଜନ୍ କୁହାଯାଏ କୁହାଯାଏ କୁହାଯାଏ କୁହାଯାଏ  

 

ଲାପାରୋସ୍କୋପି ସର୍ଜରୀ କାହିଁକି କରାଯାଏ?

ପେଟ କିମ୍ବା ପେଲଭିସ୍ ଭିତରେ ିକଶିତ ହେଉଥିବା ିଭିନ୍ନ ଅବସ୍ଥା ନିର୍ଣ୍ଣୟ କରିବାରେ ଲାପାରୋସ୍କୋପି ଭୟହାର କରାଯାଇପାରିବ ଏହା ଅସ୍ତ୍ରୋପଚାର ପଦ୍ଧତିକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ୍ୟବହୃତ ହୋଇପାରେ, ଯେପରିକି କ୍ଷତିଗ୍ରସ୍ତ କିମ୍ବା ରୋଗଗ୍ରସ୍ତ ଅଙ୍ଗକୁ ବାହାର କରିବା, କିମ୍ବା ପରବର୍ତ୍ତୀ ପରୀକ୍ଷଣ (ବାୟୋପ୍ସି) ପାଇଁ ଏକ ଟିସ୍ୟୁ ନମୁନା ବାହାର କରିବା

ଅନେକ ଅସୁସ୍ଥତା ଚିହ୍ନଟ କରିବା ଏବଂ କେତେକ ଲକ୍ଷଣର ଅନୁସନ୍ଧାନ ପାଇଁ ଲାପାରୋସ୍କୋପି ର୍ତ୍ତମାନ ହୁଳ ଭାବରେ ୍ୟବହୃତ ହେଉଛିଯଥା:  

  • ପେଲଭିକ୍ ଇନଫ୍ଲେମାଟୋରୀ ଡିଜିଜ୍ (ପିଆଇଡି) - ଏହି ରୋଗରେ ମହିଳା ମହିଳା ଯୌନାଙ୍ଗର ଅଂଶ, ଗର୍ଭାଶୟ, ଫାଲୋପିଆନ୍ ଫାଲୋପିଆନ୍ ଏବଂ ଓଭାରିରେ ଜୀବାଣୁ ଜୀବାଣୁ ଜନିତ ସଂକ୍ରମଣ ହୋଇଥାଏ। 
  • ଏଣ୍ଡୋମେଟ୍ରିଓସିସ୍ - ଏହି ଅବସ୍ଥାରେ ଗର୍ଭାଶୟ ଲାଇନିଂର ଏଣ୍ଡୋମେଟ୍ରିଅମ୍ କୁହାଯାଉଥିବା ଛୋଟ ଛୋଟ ଖଣ୍ଡଗୁଡ଼ିକ  ଗର୍ଭାଶୟ ାହାରେ ଦେଖିବାକୁ ମିଳେ.
  • ଏକ୍ଟୋପିକ୍ ପ୍ରେଗନାନ୍ସୀ - ଏକ ଗର୍ଭଧାରଣ ଯାହା ଗର୍ଭ ାହାରେ ିକଶିତ ହୁଏ
  • ଓଭାରିଆନ୍ ସିଷ୍ଟ - ଏକ ଏକ ପଦାର୍ଥରେ ଭର୍ତ୍ତି ହୋଇଥିବା ହୋଇଥିବା ଥଳି ଯାହା ଓଭାରି ଉପରେ ଉପରେ ବିକଶିତ ହୋଇଥାଏ।
  • ଫାଇବ୍ରଏଡ୍ସ-ଅଣ-କର୍କଟ ଟ୍ୟୁମର୍ ଗୁଡ଼ିକ ଯାହା ଗର୍ଭାଶୟ ଗର୍ଭାଶୟ ଭିତରେ ଏହାର ଚାରିପାଖରେ ଚାରିପାଖରେ ବଢ଼ିଥାଏ।। 
  • ମହିଳାମାନଙ୍କର ସନ୍ତାନ ପ୍ରସବଜନିତ ଅକ୍ଷତ
  • ଅନଡିସେଣ୍ଡେଡ୍ ଟେଷ୍ଟିକିଲ୍ - ପିଲାବେଳର ପିଲାବେଳର ଅବସ୍ଥା ଯେତେବେଳେ ଗୋଟିଏ ଗୋଟିଏ ବାଳକ ଶିଶୁ ଭିତରେ ଭିତରେ ଗୋଟିଏ କିମ୍ୱା ଦୁଇଟିଯାକ ଟେଷ୍ଟିକିଲ୍ ନ ଥାଇ ଜନ୍ମ ହୋଇଥାଏ ହୋଇଥାଏ। 
  • ଆପେଣ୍ଡିସାଇଟିସ୍ - ଆପେଣ୍ଡିକ୍ସ (ବୃହଦନ୍ତ୍ର ବୃହଦନ୍ତ୍ର ସଂଯୁକ୍ତ ଏକ ଛୋଟ ଥଳୀ) ର ଏକ ଯନ୍ତ୍ରଣାଦାୟକ ଯନ୍ତ୍ରଣାଦାୟକ ଫୁଲା।
  • ପେଲଭିକ୍ କିମ୍ୱା ତଳିପେଟରେ ଅସହ୍ୟ ଯନ୍ଭତତ 

 

କେତେକ ପ୍ରକାରର କର୍କଟ ରୋଗ ଚିହ୍ନଟ କରିବା ପାଇଁ ମଧ୍ୟ ଲାପାରୋସ୍କୋପି ଭୟହାର କରାଯାଇପାରେସନ୍ଦେହଜନକ କର୍କଟ ରୋଗର ଏକ ନମୁନା ପାଇବା ପାଇଁ ଲାପାରୋସ୍କୋପ୍ ୍ୟବହୃତ ହୁଏ, ଯାହା ଦ୍ୱାରା ଏହାକୁ ପରୀକ୍ଷା ପାଇଁ ଏକ ଲାବୋରେଟୋରୀକୁ ପଠାଯାଇପାରିବଏହାକୁ ବାୟୋପ୍ସି କୁହାଯାଏ।  

ଯେଉଁ ସବୁ କ୍ୟାନସର୍ ରୋଗ ଲାପାରୋସ୍କୋପି ବ୍ୟବହାର କରି କରି ଚିହ୍ନଟ କରାଯାଇପାରିବ, ସେଗୁଡ଼ିକ ହେଲା:

  • ଲିଭର୍ କ୍ୟାନସର୍
  • ପାନକ୍ରିଆଟିକ୍ କ୍ୟାନସର୍
  • ଓଭାରିଆନ୍ କ୍ୟାନସର୍
  • ାଇଲ୍ ଡକ୍ଟ କ୍ୟାନସର୍
  • ଗଲ୍ ବ୍ଲାଡର୍ କ୍ୟାନସର୍

 

 

ଲାପାରୋସ୍କୋପି ସର୍ଜରୀ ପୂର୍ବରୁ କ'ଣ ହୁଏ 

ପ୍ରସ୍ତୁତି କରାଯାଉଥିବା ଲାପାରୋସ୍କୋପିକ୍ ପଦ୍ଧତିର ପ୍ରକାର ଉପରେ ନିର୍ଭର କରି, ଆପଣଙ୍କୁ ସାଧାରଣତରୁ 12 ଘଣ୍ଟା ପୂର୍ବରୁ କିଛି ଖାଇବାୁ କିମ୍ବା ପିଇବାୁ ବାରଣ କରାଯିବ. ଯଦି ଆପଣ ରକ୍ତ-ପତଳା ହେବା ପାଇଁ ଔଷଧ (ଆଣ୍ଟିକୋଏଗୁଲାଣ୍ଟ) ଗ୍ରହଣ କରୁଛନ୍ତି, ଯେପରିକି ଆସ୍ପିରିନ୍ କିମ୍ବା ୱାର୍ଫାରିନ୍, ଆପଣଙ୍କୁ କିଛି ଦିନ ପୂର୍ବରୁ ଏହାକୁ ନ୍ଦ କରିବାୁ କୁହାଯାଇପାରେ

 


ଲାପାରୋସ୍କୋପି ସର୍ଜରୀ ସମୟରେ କ'ଣ ହୁଏ 

ସାଧାରଣ ଆନାସ୍ଥେଟିକ୍ ଦିଆଯାଇ ଲାପାରୋସ୍କୋପି କରାଯାଏ, ଯାହା ଦ୍ୱାରା ପ୍ରକ୍ରିୟା ସମୟରେ ଆପଣ କୌଣସି ଯନ୍ତ୍ରଣା ଅନୁଭବ କରିବେ ନାହିଁ ଲାପାରୋସ୍କୋପି ସମୟରେ, ସର୍ଜନ ପେଟରେ ଗୋଟିଏ କିମ୍ବା ଏକାଧିକ ଛୋଟ ଅଂଶ କାଟନ୍ତି। ପ୍ରତ୍ୟେକ କଟା ଅଂଶର ଲମ୍ୱ ଅଧା ଇଞ୍ଚରୁ ଅିଧି (ସେଥିପାଇଁ ବେଳେବେଳେ ଏହି ପ୍ରକାର ଅସ୍ତ୍ରୋପଟଚାରକୁ କୀହୋଲ୍ ସର୍ଜରୀ ସର୍ଜରୀ ମଧ୍ୟ କୁହାଯାଏ।) ତାପରେ ସର୍ଜନ୍ ସେହି ସେହି କଟା ଅଂଶ ମଧ୍ୟ ଦେଇ ଲାପାରୋସ୍କୋପ୍, ଛୋଟ ସର୍ଜିକାଲ୍ ଉପକରଣ ଏବଂ ପେଟରୁ ପେଟରୁ ଗ୍ୟାସ୍ ପମ୍ପ କରିବା ପାଇଁ ବ୍ୟବହୃତ ଏକ ଟ୍ୟୁବ୍ ଭର୍ତ୍ତି କରନ୍ତି।।।।।। ତାପରେ ସର୍ଜନ୍ ଅସ୍ତ୍ରୋପଚାର ଆରମ୍ଭ କରମ୍ଭ କରିନ୍

 


ଲାପାରୋସ୍କୋପି ସର୍ଜରୀ ପରେ କ'ଣ ହୁଏ 

ଲାପାରୋସ୍କୋପି ପରେ, ଆପଣ ଆନାସ୍ଥେଟିକର ପ୍ରଭାବରୁ ସୁସ୍ଥ ହେବାପରେ ଆପଣଙ୍କୁ କ୍ଲାନ୍ତ ଏବଂ ଭୟସ୍ତବିବ୍ରତ ଲାଗିପାରେ। କିଛି ଲୋକଙ୍କୁ ଅସୁସ୍ଥ କିମ୍ବା ାନ୍ତି ଲାଗେ। ଏଗୁଡ଼ିକ ଆନାସ୍ଥେଟିକର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଶୀଘ୍ର ଭଲ ହୋଇଯିବା ଉଚିତ। 

 

ଲାପାରୋସ୍କୋପି ସର୍ଜରୀର ଉପକାରିତା 

ପାରମ୍ପରିକ ଅସ୍ତ୍ରୋପଚାର ତୁଳନାରେ ଏହି ଉପାୟରେ ଅସ୍ତ୍ରୋପଚାର କରିବା ସୁବିଧାଜନକ। କାରଣ ଏଥିରେ:

  • ଶରୀରର କମ୍ ଅଂଶ କାଟିବା ଦରକାର ପଡ଼େ:
  • ଆପଣଙ୍କର ଛୋଟ ଦାଗ ହୁଏ
  • ଆପଣ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି
  • ଦାଗ ଭଲ ହେବାବେଳେ ଆପଣ କମ୍ ଯନ୍ତ୍ରଣା ଅନୁଭବ କରନ୍ତି, ଏବଂ ଶୀଘ୍ର ସୁସ୍ଥ ହୁଅନ୍ତି
  • ଆପଣ ଆପଣଙ୍କର ସ୍ୱାଭାବିକ କାର୍ଯ୍ୟକଳାପ ଶୀଘ୍ର କରିପାରନ୍ତି
  • ଆପଣଙ୍କର କମ୍ ଆଭ୍ୟନ୍ତରୀଣ ଦାଗ ସୃଷ୍ଟି ହୁଏ

ଉଦାହରଣସ୍ୱରୂପ, ପାରମ୍ପରିକ ପଦ୍ଧତିରେ ଇଣ୍ଟେଷ୍ଟାଇନ୍ ସର୍ଜରୀ ପାଇଁ ଆପଣଙ୍କୁ ଆପଣଙ୍କୁ ହସ୍ପିଟାଲରେ ଗୋଟିଏ କିମ୍ୱା କିମ୍ୱା ଅଧିକ ସମୟ ରହିବାକୁ ପଡ଼ିପାରେ ପଡ଼ିପାରେ ପଡ଼ିପାରେ ସଂପୂର୍ଣ୍ଣ ଭାବରେ ସୁସ୍ଥ ହେବା ହେବା ଆପଣଙ୍କୁ 4 ରୁ 8 ସପ୍ତାହ ଲାଗିପାରେ ଲାଗିପାରେ କିନ୍ତୁ ଲାପାରୋସ୍କୋପି ସର୍ଜରୀରେ କେବଳ ଦୁଇ ରାତି ହସ୍ପିଟାଲରେ ରହିବାକୁ ପଡ଼ିଥାଏ ଏବଂ ଏବଂ 2 ରୁ ସପ୍ତାହ ମଧ୍ୟରେ ଆପଣ ପୂରାପୂରି ପୂରାପୂରି ଭଲ ହୋଇପାରିବେ। ହସ୍ପିଟାଲରେ ଯେତେ କମ୍ ସମୟ ରହିବେ ଆପଣଙ୍କର ସେତେ କମ୍ କମ୍ ଖର୍ଚ୍ଚ ହେବ ହେବ

 

ଲାପାରୋସ୍କୋପି ସର୍ଜରୀର ପାର୍ଶ୍ୱ ପ୍ରତି 

ଲାପାରୋସ୍କୋପି ସର୍ଜରୀର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ହେଉଛି: 

  • ଅସ୍ତ୍ରୋପଚାର ପରେ ଅନେକ ଦିନ ପର୍ଯ୍ୟନ୍ତ ଆପଣଙ୍କ ପେଟ ଫୁଲି ଫୁଲି ଯାଇପାରେ 
  • ଆପଣଙ୍କର କିଛି ଦିନ ପାଇଁ ଗଳାରେ ଯନ୾ରେ ଯନ୍ତ୍ଋରଣ 
  • ସାମାନ୍ୟ ବାନ୍ତି ହୋଇପାରେ 
  • ଅସ୍ତ୍ରୋପଚାର ପରେ 24 ରୁ 72 ଘଣ୍ଟା ପର୍ଯ୍ୟନ୍ତ ପେଟରେ ପେଟରେ ଗ୍ୟାସ୍ ବେକ, କାନ୍ଧ ଏବଂ ଛାତିରେ ଅସ୍ୱାଭାବିକତା ସୃଷ୍ଟି ସୃଷ୍ଟି କରିପାରେ

ତେବେ ଭାସ୍କୁଲାର କ୍ଷତ ଏବଂ ଅନ୍ତନଳୀରେ ଛିଦ୍ର ହେବା ଭଳି ଭଳି ଗୁରୁତର ଜଟିଳତା ପରିସ୍ଥିତି ପରିସ୍ଥିତି ସାଂଘାତିକ ହୋଇପାରେ। 

 

সম্পর্কিত পোস্ট

লিখেছেন:
অপেক্ষা সাহু ড

অপেক্ষা সাহু ড

পরামর্শক
ডাঃ অপেক্ষা সাহু, 12 বছরের অভিজ্ঞতার সাথে একজন স্বনামধন্য উর্বরতা বিশেষজ্ঞ। তিনি উন্নত ল্যাপারোস্কোপিক সার্জারি এবং মহিলাদের উর্বরতা যত্নের বিস্তৃত পরিসরের প্রয়োজন মেটাতে আইভিএফ প্রোটোকল তৈরিতে পারদর্শী। তার দক্ষতা উচ্চ ঝুঁকিপূর্ণ গর্ভধারণ এবং গাইনোকোলজিক্যাল অনকোলজির পাশাপাশি বন্ধ্যাত্ব, ফাইব্রয়েড, সিস্ট, এন্ডোমেট্রিওসিস, PCOS সহ মহিলাদের প্রজননজনিত ব্যাধিগুলির ব্যবস্থাপনায় বিস্তৃত।
রঞ্চি, ঝাড়খণ্ড

আমাদের সেবাসমূহ

প্রজনন চিকিৎসা

উর্বরতার সমস্যাগুলি মানসিক এবং চিকিৎসাগতভাবে উভয়ই চ্যালেঞ্জিং। বিড়লা ফার্টিলিটি এবং আইভিএফ-এ, আমরা অভিভাবক হওয়ার পথে আপনার যাত্রার প্রতিটি ধাপে আপনাকে সহায়ক, ব্যক্তিগতকৃত যত্ন প্রদানের উপর ফোকাস করি।

পুরুষ বন্ধ্যাত্বতা

পুরুষ ফ্যাক্টর বন্ধ্যাত্ব সমস্ত বন্ধ্যাত্ব ক্ষেত্রে প্রায় 40%-50% জন্য দায়ী। শুক্রাণুর কার্যকারিতা কমে যাওয়া জেনেটিক, জীবনধারা, চিকিৎসা বা পরিবেশগত কারণের ফল হতে পারে। সৌভাগ্যবশত, পুরুষ ফ্যাক্টর বন্ধ্যাত্বের বেশিরভাগ কারণ সহজেই নির্ণয় এবং চিকিত্সা করা যেতে পারে।

আমরা পুরুষ ফ্যাক্টর বন্ধ্যাত্ব বা যৌন কর্মহীনতা সহ দম্পতিদের জন্য শুক্রাণু পুনরুদ্ধার পদ্ধতি এবং চিকিত্সার একটি বিস্তৃত পরিসর অফার করি।

দাতা সেবা

আমরা আমাদের রোগীদের জন্য একটি ব্যাপক এবং সহায়ক দাতা প্রোগ্রাম অফার করি যাদের উর্বরতা চিকিত্সার জন্য দাতার শুক্রাণু বা দাতার ডিমের প্রয়োজন হয়। আমরা নির্ভরযোগ্য, সরকারী অনুমোদিত ব্যাঙ্কগুলির সাথে অংশীদারিত্ব করছি যাতে মানের নিশ্চিত দাতা নমুনাগুলি আপনার রক্তের ধরণ এবং শারীরিক বৈশিষ্ট্যের উপর ভিত্তি করে যত্ন সহকারে মেলে।

প্রজনন সংরক্ষণ

আপনি পিতৃত্ব বিলম্বিত করার জন্য একটি সক্রিয় সিদ্ধান্ত নিয়ে থাকেন বা আপনার প্রজনন স্বাস্থ্যকে প্রভাবিত করতে পারে এমন চিকিৎসার মধ্য দিয়ে যেতে চলেছেন, আমরা আপনাকে ভবিষ্যতের জন্য আপনার উর্বরতা সংরক্ষণের বিকল্পগুলি অন্বেষণ করতে সহায়তা করতে পারি।

গাইনোকোলজিকাল পদ্ধতি

কিছু শর্ত যা মহিলাদের উর্বরতাকে প্রভাবিত করে যেমন ব্লক করা ফ্যালোপিয়ান টিউব, এন্ডোমেট্রিওসিস, ফাইব্রয়েড এবং টি-আকৃতির জরায়ু অস্ত্রোপচারের মাধ্যমে চিকিত্সাযোগ্য হতে পারে। আমরা এই সমস্যাগুলি নির্ণয় এবং চিকিত্সা করার জন্য উন্নত ল্যাপারোস্কোপিক এবং হিস্টেরোস্কোপিক পদ্ধতির একটি পরিসীমা অফার করি।

জেনেটিক্স এবং ডায়াগনস্টিকস

পুরুষ এবং মহিলা বন্ধ্যাত্বের কারণ নির্ণয় করতে প্রাথমিক এবং উন্নত উর্বরতা তদন্তের সম্পূর্ণ পরিসর, ব্যক্তিগতকৃত চিকিত্সা পরিকল্পনার পথ তৈরি করে।

আমাদের ব্লগ

জমা দিন
এগিয়ে যান ক্লিক করে, আপনি আমাদের সাথে সম্মত হন শর্তাবলী এবং গোপনীয়তা নীতি

আপনি আমাদের কাছেও পৌঁছাতে পারেন

তোমার কোনো প্রশ্ন আছে?

পাদচরণ তীর